Jump to content

ମାନୁଷ

ଉଇକିଅଭିଧାନ‌ରୁ

ମାନୁଷ

ଉଚ୍ଚାରଣ

[ସମ୍ପାଦନା]
(ମାନୁଷୀ—ସ୍ତ୍ରୀ) 

(ମନୁଷତା—ବି)

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମନୁ+ଅପତ୍ୟାର୍ଥେ . ଅ; ନିପାତନ)

[ସମ୍ପାଦନା]

ମାନବ; ମନୁଷ୍ୟ; ନର —Man.

ବିଶେଷଣ -

[ସମ୍ପାଦନା]
୧. (ମନୁଷ +ଅ)—ମନୁଷ୍ୟସମ୍ୱନ୍ଧୀୟ —୧. Human,
୨. ମନୁଷ୍ୟକୃତ —୨. Man-made.
୩. ଦୟାଳୁ —୩. Humane; kind (Apte)