ମାନୁଷ ଲୋକ
ଇହଲୋକ; ପୃଥିବୀ —The earth; the terrestrial world.
[ଉ—ଏ ମାନୁଷ ଲୋକେ ତେବେ ଋଷି ଭଲେ, ଏ ମହାଭାରତ ପୁରାଣ ଖ୍ୟାତ କଲେ କୃଷ୍ଣସିଂହ. ମହାଭାରତ. ଆଦି]