ମାନେ ମାନେ
ସମ୍ମାନ ବଜାୟ ଥାଉଁ ଥାଉଁ; ଆପଣାର ଇଜ୍ଜତକୁ ଅକ୍ଷୂର୍ଣ୍ଣ ରଖି —Without running the risk of being deshonoured.
(ଯଥା— ଏ ଟୋକାଙ୍କ ସଭାରୁ ମୁଁ ମାନେ ମାନେ ଖସି ଆସି ରକ୍ଷା ପାଇଛି)