ମାନ୍ଦା ପଡ଼ିବା
ଦେଖଣା
ମାନ୍ଦା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ମାନ୍ଦା ହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମାନ୍ଦା ପଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆଳସ୍ୟଦ୍ୱାରା ଆକ୍ରାନ୍ତ ହେବା — ୧. To be overtaken with laziness.
- ୨. କମିଯିବା; ହ୍ରାସ ହେବା — ୨. To deteriorate; to become slow; to dwindle; to be diminished; to wane,