ମାନ୍ଧାତା ଅମଳ
ଦେଖଣା
ମାନ୍ଧାତା ଅମଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାନ୍ଧାତା ଅମଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହୁ ପୂରାକାଳ; ଅତି ପ୍ରାଚୀନ କାଳ — Very ancient times; days long gone-by
[ଦ୍ରଷ୍ଟବ୍ୟ —ଅଳ୍ପଦିନ ପୂର୍ବର ପୁରୁଣା ସମୟକୁ 'ମରହଟ୍ଟା (ଟ୍ଟୀ) ଅମଳ ଓ ବହୁ ପ୍ରାଚୀନ ସମୟକୁ 'ମାନ୍ଧାତା ଅମଳ' ବୋଲାଯାଇ ଥାଏ]