ମାନ୍ୟ
ଦେଖଣା
ମାନ୍ୟ
ଉଚ୍ଚାରଣ
[ସମ୍ପାଦନା](ମାନ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (ମାନ୍ ଧାତୁ=ପୂଜା କରିବା+କର୍ମ. ଯ)— ପୂଜନୀୟ; ମାନନୀୟ; ଆଦରଣୀୟ —୧. Respectable honourable,
- ୨. (ମନ୍ ଧାତୁ ଣିଚ୍, ମାନି ଧାତୁ+କର୍ମ. ଯ)—ପ୍ରାର୍ଥନୀୟ (ହିନ୍ଦୀ - ଶ) —୨. Fit to be prayed to, or prayed for.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁ (ହିନ୍ଦୀ - ଶ) —୧. Bishṇu.
- ୨. ଶିବ (ହିନ୍ଦୀ - ଶ) — ୨. Ṡiba.
- ୩. ମିତ୍ରାବରୁଣ (ହିନ୍ଦୀ - ଶ) (ଦେଖ) - — Mitrābaruṇa (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସମ୍ମାନ; ମର୍ଯ୍ୟାଦା —୧. Respect; honour; homage
[ଉ—ବେଗେ ରାଜା ଆଣ ବୋଲୁଁ ନେଲା ମୁନି ବଶିଷ୍ଠରେ ନମି କୃପ ମାନ୍ୟ ଘେନି ଭଞ୍ଜ. ବୈଦେହୀଶବିଳାସ]
- ୨. ସମ୍ମାନସୂଚକ ଉପଢୌକନ୍ୟ; ଭେଟୀ; ସଲାମୀ — ୨. Present offered as a sign of homage.
[ଦ୍ରଷ୍ଟବ୍ୟ —କେହି ଗରିବ ଜାତିଭାଦ ଦେଇ ନପାରିଲେ ପଞ୍ଚ— ଗୋସାଇଁ କିଛି ମାନ୍ୟ ନେଇ ତାହାକୁ ଉଠାଇ ନିଅନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ]