Jump to content

ମାନ୍ୟବାନ୍

ଉଇକିଅଭିଧାନ‌ରୁ

ମାନ୍ୟବାନ୍

ଉଚ୍ଚାରଣ

[ସମ୍ପାଦନା]
(ମାନ୍ୟବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ମାନ୍ୟ+ବତ୍; ୧ମା. ୧ବ)

[ସମ୍ପାଦନା]
୧. ସମ୍ମାନିତ —୧. Honoured.
୨. ମାନନୀୟ — ୨. Honourable.