Jump to content

ମାନ୍ୟ ଧର୍ମ

ଉଇକିଅଭିଧାନ‌ରୁ

ମାନ୍ୟ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ଗୁରୁଜନ ଆଦିଙ୍କ ପ୍ରଦର୍ଶିତ ସମ୍ଭ୍ରମ; ସମ୍ମାନ —୧. Respect shown to one's elders; homage.
୨. ନମସ୍କାର — ୨. Obeisance.

(ଉ—ଶାଶୁଙ୍କଠାରେ ନିତି କରି ମାନ୍ୟ ଧର୍ମ, କରୁଥାଏଁ ମୁହିଁ ସମସ୍ତ ଗୃହ କର୍ମ କୃଷ୍ଣସିଂହ. ମହାଭାରତ. ବନ)