ମାନ୍ୟ ବର
ଦେଖଣା
ମାନ୍ୟ ବର
ଉଚ୍ଚାରଣ
[ସମ୍ପାଦନା](ମାନ୍ୟବରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାନ୍ୟମାନଙ୍କ ମଧ୍ୟରେ ବର=ଶ୍ରେଷ୍ଠ)
[ସମ୍ପାଦନା]ମାନ୍ୟ୍ୟବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରେଷ୍ଠ; ମହାମାନ୍ୟ — Revered; very respectable; very honourable.
[ଦ୍ରଷ୍ଟବ୍ୟ —ମାନ୍ୟବରଙ୍କଠାରୁ ଆହୁରି ଉଚ୍ଚତର ବ୍ୟକ୍ତିଙ୍କୁ ମହାମାନ୍ୟବର କୁହାଯାଏ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ଲାଟ, ହାଇକୋର୍ଟ ଜଜ୍, ବଡ଼ଲାଟଙ୍କ ସଭାର ସଦସ୍ୟଆଦିଙ୍କ ନାମ ପୂର୍ବରେ ଲାଗିବା ବିଶେଷଣାର୍ଥ ଉପାଧି —The title 'Honourable' or 'the Hon'ble' used before the name of Governers High Court Judges and members of the Imperial Council etc.