Jump to content

ମାନ୍ୟ ସୂଚକ

ଉଇକିଅଭିଧାନ‌ରୁ

ମାନ୍ୟ ସୂଚକ

ଉଚ୍ଚାରଣ

[ସମ୍ପାଦନା]

(ମାନ୍ୟାର୍ଥକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମାନ+ସୂଚକ)

[ସମ୍ପାଦନା]

ଯଦ୍ଦ୍ୱାରା କୌଣସି ବ୍ୟକ୍ତିଙ୍କର ସମ୍ମାନ ସୂଚିତ ହୁଏ —Indicating respect; respectful

(ଯଥା—ମାହାତ୍ମା ଶବ୍ଦ ଗୋଟିଏ ମାନ୍ୟ— ସୂଚକ ଉପାଧି ଅଟେ]