ମାନ୍ୟ ସ୍ଥାନ
ଦେଖଣା
ମାନ୍ୟ ସ୍ଥାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆଦର ବା ସମ୍ମାନର କାରଣ; ଯେଉଁ କାରଣ ବା ଗୁଣ ବିଦ୍ୟମାନ ଥିହାରୁ ବ୍ୟକ୍ତି— ବିଶେଷ ମାନ୍ୟ ହୁଅନ୍ତି —୧. Thiugs or possession for which a person is respected.
[ଦ୍ରଷ୍ଟବ୍ୟ —ମନୁ, ୫ଟି ବିଷୟକୁ ମାନ୍ୟସ୍ଥାନ ନିର୍ଦ୍ଦେଶ କରି— ଅଛନ୍ତି; ଯଥା—ବିତ୍ତ, ବନ୍ଧୁ , ବୟସ, କର୍ମ ଓ ବିଦ୍ୟା; ଅର୍ଥାତ୍ ଏହି ସବୁ ଥିବା ବ୍ୟକ୍ତିଙ୍କୁ ଲୋକେ ସମ୍ମାନ ଦେଖାନ୍ତି ହିନ୍ଦୀ - ଶ]