ମାନ କରିବା
ଦେଖଣା
ମାନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଭିମାନ କରିବା —୧. To take offence; to be gravely or sullenly displeased with a person; to sulk.
[ଉ— ଚୋରକୁ ମାନକରି ଖପରାରେ ଖାଇବା ନ୍ୟାୟ]
- ୨. (ନାୟିକା) ନାୟକ ପ୍ରତି କୋପ କରିବା —୨. (a lady) To be sullen by being jealous towards a lover.