Jump to content

ମାନ ପାତ୍ର

ଉଇକିଅଭିଧାନ‌ରୁ

ମାନ ପାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଖୁରି; ସମୟ ଜାଣିବା ପାଇଁ ବାଲି କିମ୍ୱା ପାଣି ଭର୍ତ୍ତି ହେବା ନିମନ୍ତେ ନିର୍ମିତ ପାତ୍ର —Sand-glass or water-glass used for measureing time.

[ଉ—ବୁଡ଼ାଇ ମାନପାତ୍ର କରି ଦଳେ, ବୁଝିଲେ, ଶୁଭ ଅଶୁଭ ବେଳେ ଭଞ୍ଜ. ବୈଦୈହୀଶ— ବିଳାସ]

୨. ମାପିବା ପାତ୍ର —୨. A pot for measuring things.