ମାନ ମନ୍ଦିର
ଦେଖଣା
ମାନ ମନ୍ଦିର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗ୍ରହ ନକ୍ଷତ୍ରାଦି ପର୍ଯ୍ୟବେକ୍ଷଣ କରିବାର ଗୃହ; ବେଧଶାଳା —୧. Observatory.
[ଦ୍ରଷ୍ଟବ୍ୟ —ଏଠାରେ ବଡ଼ ବଡ଼ ବୈଜ୍ଞାନିକ ଯନ୍ତ୍ର ଆଦି ସାହାର୍ଯ୍ୟରେ ଗ୍ରହ ନକ୍ଷତ୍ରାଦିଙ୍କ ଆକାର, ଦୂରତ୍ୱ ଓ ଗତି ଆଦି ନିରୂପିତ ହୁଏ
ଆକବରଙ୍କଠାରୁ ଜୟପୁର ରାଜ୍ୟ ପାଇବା ପୂର୍ବରୁ ଆକ୍ୱରଙ୍କ ହିନ୍ଦୁ ସେନାପତି ରାଜା ମାନସିଂହ ଓଡ଼ିଶାରୁ ଫେରି ଯାଇ କୋଣାର୍କ ମନ୍ଦିର ଅନୁକରଣରେ କାଶୀର ବିଖ୍ୟାତ ମାନମନ୍ଦିରକୁ ନିର୍ମାଣ କରାଇଥିଲେ]
- ୨. ମାନ ଗୃହ (ଦେଖ) - (ହିନ୍ଦୀ - ଶ.) —୨. Māna gṛuha (See).