ମାନ ରନ୍ଧ୍ରା
ଦେଖଣା
ମାନ ରନ୍ଧ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମାନ=ପରିମାଣ, ତତ୍ସମ୍ୱନ୍ଧେ ରନ୍ଧ୍ର=ନିରୂପକ)
[ସମ୍ପାଦନା]ପ୍ରାଚୀନ ହିନଦୁମାନଙ୍କର ସମୟ ନିରୂପକ ଯନ୍ତ୍ର
ବିଶେଷ; ତାମ୍ରୀ; ଜଳଘଡ଼ି —A contrivance for measuring time used by ancient Hindus, consisting of a copper cup with a hole at the bottom; a kind of clepsydra.
[ଦ୍ରଷ୍ଟବ୍ୟ —ନିମ୍ନରେ ସୂକ୍ଷ୍ମ ଛିଦ୍ର ଥିବା ଏହା ଗୋଟିଏ ତାମ୍ରପାତ୍ର ଏଥିରେ ପାଣି ଭର୍ତ୍ତି କରି ରଖାଯାଉଥିଲା ଓ କ୍ରମେ କ୍ରମେ ପାଣି ଝରିବାଦ୍ୱାରା ପାତ୍ରରେ ଥିବା ଅବଶିଷ୍ଟ ଜଳରୁ ସମୟ ନିରୂପଣ କରାଯାଉଥିଲା]