Jump to content

ମାପୁଣି କରଣି

ଉଇକିଅଭିଧାନ‌ରୁ

ମାପୁଣି କରଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କରତ ଦିଆଯିବା ଶସ୍ୟାଦିକୁ ମାପିବା ବ୍ୟକ୍ତିର ଓ ତାହା ଖାତରେ ଲେଖିବା ବ୍ୟକ୍ତିର ପାରିଶ୍ରମିକ ସ୍ୱରୁପ ଦିଆ— ଯିବା ଧାନ —Paddy paid aaws remuneration to the measuring servant and the clerk of the creditor.

[ଦ୍ରଷ୍ଟବ୍ୟ — ଧାନ ମହାଜନଙ୍କଠାରୁ ଯେଉଁ ଖତକମାନେ ଧାନ କରଜ ନିଅନ୍ତି ସେମାନେ ଧାନ ନେବା ସମୟରେ ଓ ଧାନକୁ ସୁଧ ମୂଳ ସୁଝିବା ସମୟରେ ମହାଜନଙ୍କ ପକ୍ଷରୁ ଜଣେ ମାପୁଣି ସେ ଧାନକୁ ମାପ କରେ ଓ ଜଣେ କରଣ ବା ଗୁମାସ୍ତା ଉକ୍ତ ଧାନର ପରିମାଣ ଖାତାରେ ଲେଖି ରଖେ ଏହି ଦୁଇ ଜଣ ବ୍ୟକ୍ତିଙ୍କପାଇଁ ମହାଜନମାନେ ଖାତକ— ମାନଙ୍କଠାରୁ ଅପଣାର ପ୍ରାପ୍ୟ ଧାନକୁ ମୂଳ ଓ ସୁଧ ଉପରେ 'ମାପୁଣି କଲଣି' ନାମରେ ଭରଣକେ ଗଉଣିଏ ଦୁଇ ଗଉଣୀ ଧାନ ଆଦାୟ କରି ନିଅନ୍ତି ଓ ଖାତକ ଅନନ୍ୟୋପାୟ ହୋଇ ତାହା ଦେବାକୁ ରାତି ହୁଏ ]