ମାଫିକେ
ଅନୁରୂପ; ମୁତାବକ ଅନୁସାରେ —According to; agreeing with.
[ଉ—ଇଚ୍ଛା ମାଫିକେ ତୋ ବିଛଣା ବନାଇ ଦିଆଇବି ହୋଇ ଛିଡ଼ା ରେ—କବିସୂର୍ଯ୍ୟ. ସଙ୍ଗୀତ]