Jump to content

ମାଫିକ୍

ଉଇକିଅଭିଧାନ‌ରୁ

ମାଫିକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ (ଆରବୀ - ମୁଆପିକ୍)

[ସମ୍ପାଦନା]

ଅନୁରୂପ; ମୁତାବକ ଅନୁସାରେ —According to; agreeing with.

[ଉ—ଇଚ୍ଛା ମାଫିକେ ତୋ ବିଛଣା ବନାଇ ଦିଆଇବି ହୋଇ ଛିଡ଼ା ରେ—କବିସୂର୍ଯ୍ୟ. ସଙ୍ଗୀତ]