Jump to content

ମାଫ୍

ଉଇକିଅଭିଧାନ‌ରୁ

ମାଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆରବୀ - ମୁଆଫ୍= କ୍ଷମିତ)

[ସମ୍ପାଦନା]
୧. ଯାହା କ୍ଷମା କରାଯାଇଅଛି; କ୍ଷମିତ —୧. Forgiven; excused.
୨. ରହିତ; ସ୍ଥଗିତ (କର୍ମ) —୨. Suspended; kept in abeyance.

ବିଶେଷ୍ୟ - (ଆରବୀ - ମାଫୀ, ମୁଆଫୀ)

[ସମ୍ପାଦନା]
୧. (ଦୋଷର) ମାର୍ଜନା; କ୍ଷମା —୧. Pardon; forgiving.
୨. (ଖଜଣା ଆଦି ଦାୟିତ୍ୱରୁ) ଛାଡ଼ି; ମୁକ୍ତି; ଅବ୍ୟାହତି —୨. Remission; exemption from payment.
୩. (ଆଦିଷ୍ଟ ଦଣ୍ଡ ଆଦିର) ରହିତକରଣ —୩. Suspension; keeping in abeyance (of punshment etc).