ମାମକ
ଦେଖଣା
ମାମକ
ଉଚ୍ଚାରଣ
[ସମ୍ପାଦନା](ମାମକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମମ+କ+ଅ)
[ସମ୍ପାଦନା]- ୧. ମଦୀୟ; ମତ୍ସମ୍ୱନ୍ଧୀୟ — ୧. Relating to me.
- ୨. ମୋର — ୨. Mine.
- ୩. ମମତାଯୁକ୍ତ —୩. Having attachment for.
- ୪. ସ୍ୱାର୍ଥପର —୪. Selfish.
- ୫. କୃପଣ —୫. Miserly.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. କୃପଣ ବ୍ୟକ୍ତି —୧. A miser (Apte).
- ୨. ମାମୁଁ; ମାତୁଲ — ୨. Maternal uncle (Apte).