Jump to content

ମାମଥ୍

ଉଇକିଅଭିଧାନ‌ରୁ

ମାମଥ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାମ୍ମଥ୍)

[ସମ୍ପାଦନା]

ହସ୍ତୀର ଆକୃତିବିଶିଷ୍ଟ ପ୍ରାଚୀନ ଜନ୍ତୁ ବିଶେଷ —Mammoth (an extinct species of wooly elephants).

[ଦ୍ରଷ୍ଟବ୍ୟ — ଏହାର ଦେହଯାକ ଲମ୍ୱ ଲୋମରେ ଆବୃତ ଥିଲା ଓ ଦନ୍ତଦ୍ୱୟ ଅଧିକଲମ୍ୱା ଓ ଦନ୍ତାଗ୍ର ଉପରକୁ ବାଙ୍କେଇ ହୋଇ ଉଠିଥିଲା; ଏହା ହାତୀ ଠାରୁ ଖୁବ୍ ବଡ଼ ଥିଲା ଏ ଜୀବ ବର୍ତ୍ତମାନ ପୃଥିବୀରୁ ଲୁପ୍ତ ହୋଇଅଛି ଓ ଏହାର କଙ୍କାଳ ଭୂଗର୍ଭରୁ ସ୍ଥାନେ ସ୍ଥାନେ ମିଳୁଅଛି ]