ମାମଲତ୍
ଦେଖଣା
ମାମଲତ୍
ଉଚ୍ଚାରଣ
[ସମ୍ପାଦନା](ମାମଲ୍ତି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଆମିଲତ୍)
[ସମ୍ପାଦନା]- ୧. ମାମଲା (ଦେଖ) - —୧. Māmalā (See).
- ୨. ବୈଷୟିକ କାର୍ଯ୍ୟଚୟ —୨. Worldly affairs or matters.
- ୩. ବ୍ୟବହାର; ବ୍ୟବସାୟ — ୩. Business.
- ୪. ବ୍ୟବହାରିକ କଥୋପକଥନ — ୪. Negotiation; busines talk.