ମାମଲତ୍ଦାର୍
ଦେଖଣା
ମାମଲତ୍ଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ମୁଲିମିଲତ୍ଦାର୍)—ଯେ ଅନ୍ୟ ବ୍ୟକ୍ତିମାନଙ୍କ ମକଦମା ଆଦି ବୁଝିବା ପାଇଁ ରାଜାଙ୍କ ପକ୍ଷରୁ ନିଯୁକ୍ତ ହୁଏ —୧. A public servent engaged to decide matters arising between parties.
- ୨. (ବମ୍ୱାଇ ପ୍ରଦେଶର) ଗ୍ରାମ୍ୟ ବିଚାରପତି କର୍ମଚାରୀ —୨. (In the Bombay presidency) Village-court; a village magistrate in Bombay;