Jump to content

ମାମଲା

ଉଇକିଅଭିଧାନ‌ରୁ

ମାମଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଆମିଲ)

[ସମ୍ପାଦନା]
୧. ବ୍ୟାପର —୧. Affair. business.
୨. କେଶ; ମକଦ୍ଦମା —୨. Litigation; case; law suit.

(ଯଥା—ଫଉଜଦାରି ମାମଲା, ଦେବାନି ମାମଲା, ଦଉରା ମାମଲା, ସେସନସ୍ ମାମଲା, ଖୁଣୀ ମାମଲା, ସଙ୍ଗିନ୍ ମାମଲା ଇତ୍ୟାଦି )