ମାମୀ
(ମାମିକା—ଅନ୍ୟରୂପ)
ମାଈଁ; ମାତୁଳାନୀ —Maternal uncle's wife.
[ଦ୍ରଷ୍ଟବ୍ୟ —ବଙ୍ଗଳାରେ ମାଈଁ କୁ ମଧ୍ୟ ମାମୀ କହନ୍ତି ]