Jump to content

ମାମୁଁଅଜା

ଉଇକିଅଭିଧାନ‌ରୁ

ମାମୁଁଅଜା

ଉଚ୍ଚାରଣ

[ସମ୍ପାଦନା]
(ମାଇଁ ଆଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମାମ+ଆର୍ଯ୍ୟ)

[ସମ୍ପାଦନା]
୧. ଆପଣାର ପିତାଙ୍କ ମାମୁଁ —୧. One's father's maternal uncle.
୨. ଆପଣାର ମାଆଙ୍କର ମାମୁଁ —୨. One's mother's maternal uncle.