ମାମୁଁ ଘରକୁ ଯିବା
ଦେଖଣା
ମାମୁଁ ଘରକୁ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାମୁଁ ଘରକୁ ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ମଦ୍ୟପାୟୀ ଇତରଲୋକଙ୍କ ବ୍ୟବହୃତ)—ମଦ ବା ତାଡ଼ି ପିଇବାକୁ ଖଟୀକୁ ଯିବା —୧. To go to the tavern to drink.
- ୨. (ଲକ୍ଷଣାର୍ଥ) ଜେଲ୍ଖାନାକୁ ଯିବା —୨. (figutrative) To go to jail.
- ୩. ମାତୁଳାଳୟକୁ ଯିବା —୩. To go to one's maternal uncle's house.