ମାମୁଦ୍
ଦେଖଣା
ମାମୁଦ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମାମୁଦ୍ ଗଜନୀ—ଅନ୍ୟରୂପ)
ବେଦେଶଜ - ବିଶେଷ୍ୟ - (ନାମ) (ପ)
[ସମ୍ପାଦନା]ଭାରତ ଆକ୍ରମଣକାରୀ ଗଜନୀ ବଂଶୀୟ ମୁସଲମାନ୍ ରାଜା —Name of a Mahomedan king of Gaznee who invaded India ୧୭ times.
[ଦ୍ରଷ୍ଟବ୍ୟ — —ଭାରତରେ ପ୍ରଚୁର ଧନ ଥିବାର ପୁଣି ଏ ୧୭: ଥର ଭାରତ ଆକ୍ରମଣ କରିଥିଲେ ଓ ଶେଷଥର ଗୁଜରାଟର ସୋମନାଥ ମନ୍ଦିର ଆକ୍ରମଣ କରି ମୂର୍ତ୍ତି ଭାଙ୍ଗି ବହୁ ଧନରତ୍ନ ଲୁଣ୍ଠନ କରି ନେଇଯାଇଥିଲେ; ମହମୁଦ୍ ଗଜନୀ ଦେଖ ]