ମାମୁରି
ଦେଖଣା
ମାମୁରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମାମୁଲ୍=୧ ରୀତି; ୨ ନିରୂପିତ ସମୟ ବ୍ୟବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ୟକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ୟବସ୍ଥା ହୋଇଥାଏ)
[ସମ୍ପାଦନା]- ୧. ପୂର୍ବରୁ ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ହୋଇଥିବା ବିଷୟ —୧. A matter already settled.
- ୨. ନିୟମିତ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ —୨. Routine.
- ୩. ପ୍ରଚଳନ; ଚଳନ — ୩. Currency; use.
- ୪. ଅଭ୍ୟସ୍ତ କାର୍ଯ୍ୟ —୪. Costomary or habitual act.
- ୫. ନିୟମ — ୫. Rule.
- ୬. ଦସ୍ତୁର; ଚିରପ୍ରଚଳିତ ପ୍ରଥା — ୬. Custom or usage.
- ୭. ଅଭ୍ୟାସ —୭. Habit.
- ୮. ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ବା ଦେୟ ନିର୍ଦ୍ଧାରିତ ଧର୍ମ —୮. A fixed payment; the payment of a particular amount at a particular period.
ଅନୁବାଦ
[ସମ୍ପାଦନା]===ବିଶେଷଣ - (ଅ. ମାମୁଲୀ= ନିର୍ଦ୍ଧାରିତ)
- ୧. ପୂର୍ବରୁ ସ୍ଥିରୀକୃତ —୧. Fixed; long settled; previously arranged.
- ୨. ପ୍ରଚଳିତ — ୨. Usual; current.
- ୩. ନିୟମିତ —୩. Regular.
- ୪. ସାଧାରଣ —୪. Ordinary.
- ୫. ଚିରସ୍ଥାୟୀରୂପେ ନିର୍ଦ୍ଧାରିତ —୫. Fixed Permanently.
- ୬. ଚିର ପ୍ରଚଳିତ —୬. Customary; habitual.