ମାମୁଲି ଖରଚ
ଦେଖଣା
ମାମୁଲି ଖରଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାମୁଲି ଖରଚ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମାମୁଲୀ+ଖର୍ଚ୍ଚ)
[ସମ୍ପାଦନା]- ୧. ସାଧାରଣ ବ୍ୟୟ —୧. Ordinary expenses.
- ୨. ଚିର ପ୍ରଚଳିତ ବ୍ୟୟ — ୨. Usual or customary expenses.