ମାମୁଲି ଜମା
ରାଜସ୍ୱ ଛଡ଼ା ଯେଉଁ ଜମା ପ୍ରଜାଠାରୁ ଚିରପ୍ରଚଳିତ ପ୍ରଥା ଅନୁସାରେ ଆଦାୟ ହୋଇ ଆସୁଅଛି — Customary receipts from tenants over and above the rent.