Jump to content

ମାମୁ ଭଣଞ୍ଜା କଦଳୀ

ଉଇକିଅଭିଧାନ‌ରୁ

ମାମୁ ଭଣଞ୍ଜା କଦଳୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକଜାତୀୟ କଦଳୀ — A species of plantain.

[ଦ୍ରଷ୍ଟବ୍ୟ —ଏହି କଦଳୀକାନ୍ଧିର ମୂଳାଂଶରେ କେତେକ ଫେଣାର କଦଳୀ ବଡ଼ ବଡ଼ ହୁଏ ମଝିର କେତେକ ଅଂଶରେ କଦଳୀ ନ ଥାଏ କାନ୍ଧିର ଅଗଅଡ଼କୁ ଥିବା ତଳ ଫେଣାମାନଙ୍କରେ ଲଗାଲଗି ହୋଇ କେତେଗୁଡ଼ିଏ ଛୋଟ ଛୋଟ କଦଳୀ ଥାଏଁ ]