Jump to content

ମାମୁ ଭଣଞ୍ଜା ପାହାଡ଼

ଉଇକିଅଭିଧାନ‌ରୁ

ମାମୁ ଭଣଞ୍ଜା ପାହାଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଚିଲିକାକୂଳରେ ପୁରୀଜିଲ୍ଲା ବାଲୁଗାଁର ନିକଟରେ ଥିବା ଗୋଟିଏ ବଡ଼ ଓ ତତସନ୍ନିହିତ ଗୋଟିଏ ସାନ ପାହାଡ଼ର ସ୍ଥାନୀୟ ନାମ —Local name of a big and a small hill situated near the Chilka Lake.

[ଉ—ବୃକ୍ଷହୀନ ଶିଳାରୁକ୍ଷ କଳେବର, ସିଂହେଶ୍ୱରଙ୍କର ଯାମଳ ଭୂଧର ରାଧାନାଥ. ଚିଲିକା ]

[ଦ୍ରଷ୍ଟବ୍ୟ —ଏଥିର ବଡ଼ ପାହାଡ଼ରେ ସିଂହେଶ୍ୱର ନାମକ ଶିବଙ୍କ ମନ୍ଦିର ଅଛି ]