ମାମେର୍
ଦେଖଣା
ମାମେର୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ବନ୍ୟ ଖାଦ୍ୟ ଶାକ — A kind of wild herb used as cooked salad.
[ଦ୍ରଷ୍ଟବ୍ୟ —'ମାମରୀ' ନାମକ ଗୋଟିଏ ବନ୍ୟ ବୃକ୍ଷର କାଠ ଖୁବ୍ ଦୃଢ଼ ଓ ଚିକ୍ଣ; ଏଥିର କାଠରେ ବାର୍ଣ୍ଣିସ୍ ଦେଲେ ଖୁବ୍ ଚକଚକିଆ ହୁଏ; ଏଥିରେ କାଠରେ ମେଜ୍, ଚଉକି, ଆଲମାରି ଆଦି ତିଆରି ହୁଏ ଏଥିର ଛାଲ ଔଷଧର ଲାଗେ ସର୍ପ ଦଂଶନରେ ଏଥିର ମୂଳ ବ୍ୟବହୃତ ହୁଏ ହିନ୍ଦୀ - ଶବ୍ଦସାଗର; ମାମେର୍ ଏହି ଗଛ ହେବ କି?]