ମାର
ଦେଖଣା
ମାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃ. ଧାତୁ=ମରିବା ଭାବ. ଅ)
[ସମ୍ପାଦନା]- ୧. ମୃତ୍ୟୁ — ୧. Death.
- ୨. (ମୃ. ଧାତୁ. ଣିଚ୍ ମାରି ଧାତୁ+ଭାବ. ଅ) ବଧ; ମାରଣ; ହନନ; ହତ୍ୟା —୨. Slaughter
- ୩. ବାଧା; ବିଘ୍ନ —୩. Obstruction; obstacle; impediment.
- ୪. (ମୃ. ଧାତୁ; ଣିଚ୍. ମାରି ଧାତୁ+ କର୍ତ୍ତୃ. ଅ) କାମ; ମଦନ; ମନସିଜ —୪ Cupid.
- ୫. ଧାତୁରା —୫. The thorn apple (Apte).
- ୭. ପ୍ରେମ; ପ୍ରଣୟ —୭. Love; passion (Apte)