ମାରକ
ଦେଖଣା
ମାରକ
ଉଚ୍ଚାରଣ
[ସମ୍ପାଦନା](ମାରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୃ. ଧାତୁ; ଣିଚ୍. ମାରି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଘାତକ; ହତ୍ୟାକାରୀ —୧. Killing; slaughtering.
- ୨. ମୃତ୍ୟୁକାରକ —୨. Causing death.
- ୩. ବିନାଶକ —୩. Destructive.
ବିଶେଷ୍ୟ -
[ସମ୍ପାଦନା]- ୧. ମଡ଼କ; ମାରୀ; ମହାମାରୀ —୧. Plague.
- ୨. ସଂକ୍ରାମକ ବ୍ୟାଧୀ —୨. A fatal epidemic;pestilence.
- ୩. ବାଜ; ବହିରାପକ୍ଷୀ; ଛଞ୍ଚାଣ —୩. Falocn; hawk.
- ୪. ମୃତ୍ୟୁକାରକ ଗ୍ରହ —୪. A planet causing a person's death.
- ୫. ମୃତ୍ୟୁକାରକ ଗ୍ରହଦଶା —୫. A conjuction of planets causing a person's death.
- ୬. କାମଦେବ (ହିନ୍ଦୀ - ଶ) —୬. Cupid.
- ୭. ଘାତକ ବ୍ୟକ୍ତି — ୭. A murderer.
- ୮. ବିନାଶକ ବ୍ୟକ୍ତି ବା ବସ୍ତୁ ୮. A destroyer.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୃତ୍ୟୁ ଘଟିବାର ଅନୁ— ପୂର୍ବକ ଅବସ୍ଥା —Circumstances resulting in a person's death