Jump to content

ମାରକାଧିପ

ଉଇକିଅଭିଧାନ‌ରୁ

ମାରକାଧିପ

ଉଚ୍ଚାରଣ

[ସମ୍ପାଦନା]

ମାରକାଧିପତି, ମାରକାଧୀଶ—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନିଧନାଧିପତି; ମନୁଷ୍ୟର ଜାତକରେ ମୃତ୍ୟୁ ଘଟଇବା ଗ୍ରହ —A planet which, on account of its position in a person's horoscope, causes his death.