ମାରକୁଣ୍ଡି
ବିବାହର୍ଥୀ ବର ବିବାହ ନିମନ୍ତେ କନ୍ୟା— ଗୃହକୁ ଯାତ୍ରା କରିବା ସମୟରେ ତାହା ସଙ୍ଗେ ପାଲିଙ୍କୁରେ ବସିବା ଯିବା ବାଳକ — A boy who accompanies the bridegroom in the procession to the bird's house for marriage.