Jump to content

ମାରଜିତ୍

ଉଇକିଅଭିଧାନ‌ରୁ

ମାରଜିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମାର=କନ୍ଦର୍ପ+ଜି ଧାତୁ=ଜୟ କରିବା—କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ମହାଦେବ; ଶିବ —୧. Ṡiba.
୨. ବୁଦ୍ଧଦେବ —୨. The great Buddha.