Jump to content

ମାରଣ

ଉଇକିଅଭିଧାନ‌ରୁ

ମାରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ବୋଧ; ହନନ; ହତ୍ୟା —୧. Killing; slaughter; murder.

[ଉ—ମାର ମରଣକୁ କାରଣ ବର ତୁହି—ପ୍ରାଚୀନ ସଙ୍ଗୀତ]

୨. (ତନ୍ତ୍ର) ଶତ୍ରୁର ମୃତ୍ୟୁ ଘଟାଇବା ପାଇଁ ତାନ୍ତ୍ରିକ ପ୍ରୟୋଗବିଶେଷ; ତାନ୍ତ୍ରିକ ଅଭିଚାର ବିଶେଷ —୨. Tantric spells or charm employed to kill an enemy.
୩. ଆକ୍ରମଣ; ଅତ୍ୟାଚାର —୩. Opperssion; attack.
୪. (ବୈଦଶାସ୍ତ୍ର) ସ୍ୱର୍ଣ୍ଣ ଆଦିକୁ ଭସ୍ମରେ ପରିଣତ କରିବା ପ୍ରକ୍ରିୟା —୪. The process of oxidizing gold etc according to the Hindu medical science.; calcination; oxidization
୫. ବିଷ ବିଶେଷ —୫. A kind of poison (Apte).