Jump to content

ମାରା

ଉଇକିଅଭିଧାନ‌ରୁ

ମାରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମୃ ଧାତୁ)

[ସମ୍ପାଦନା]
୧. ନଷ୍ଟ —୧. Spoiled;
୨. ସ୍ପର୍ଶଦୂଷିତ; ମାରୁ —୨. Polluted by touch; befouled.
୩. ବୃଥାରେ ଯାପିତ (ସମୟ) — ୩. Wasted (time).

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]

କ୍ଷତି; ଲୋକସାନ Loss.

[ଦ୍ରଷ୍ଟବ୍ୟ —କୌଣସି ଖାଦ୍ୟ ଦ୍ରବ୍ୟକୁ ବିଜାତୀୟ ବ୍ୟକ୍ତି ଛୁଇଁଲେ ବା ଅଇଁଠା କଲେ, କୁକୁରଆଦି ଜୀବ ସେଥିରେ ମୁହଁ ଲଗାଇଲେ, ଦେବତାଙ୍କ ଅମଣିଆକୁ କେହି ଛୁଇଁଲେ, ପାଗହାଣ୍ଡିକୁ କେହି ଛୁଇଁ ଦେଲେ; ଉଚ୍ଚ ଜାତୀୟ ବ୍ୟକ୍ତିକୁ ଅସ୍ପୃଶ୍ୟ ଜାତି ଛୁଇଁ ଦେଲେ, ଲୁଗା ପିନ୍ଧ ଝାଡ଼ା ଫେରିଗଲେ, ରାଜସ୍ୱଳା ସ୍ତ୍ରୀକୁ ଛୁଇଁ ଦେଲେ, ଦେବତାଙ୍କ ପାଇଁ ଅଭିପ୍ରେତ ଫୁଲ ବା ମାଳକୁ ବ୍ୟବହାର କଲେ ତତ୍ତତ୍ ବସ୍ତୁ ମାରା ବା ଦୂଷିତ ହୁଏ]

ପ୍ରାଦେଶିକ - (ଯାଜପୁର)ବିଶେଷଣ -

[ସମ୍ପାଦନା]

ଋତୁମତୀ ହେବା ଯୋଗୁଁ ଅସ୍ପଶ୍ୟା (ସ୍ତ୍ରୀ) —Menstruated (woman)