Jump to content

ମାରା କରିବା

ଉଇକିଅଭିଧାନ‌ରୁ

ମାରା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଶୁଦ୍ଧ ବସ୍ତୁକୁ ସ୍ପର୍ଶ ବା ଭୋଗ— ଆଦିଦ୍ୱାରା ଦୂଷିତ କରିବା —୧. To pollute a thing by touch, enjoyment etc.
୨. କୌଣସି କର୍ଯ୍ୟକୁ ନଷ୍ଟ କରିବା —୨. To spoil a thing.
୩. କ୍ଷତିଗ୍ରସ୍ତ କରାଇବା —୩. To cause loss.
୪. (ସମୟକୁ) ବୃଥାରେ କଟାଇବା —୪. To waste (time).