ମାରା ହେବା
ଦେଖଣା
ମାରା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରା ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅସ୍ପୃଶ୍ୟ ବା ଅପବିତ୍ର ବା ଦୂଷିତ ହେବା —୧. To become polluted or untouchable
- ୨. (ସମୟ ବା ଧନ) କ୍ଷତି ହେବା —୨. (time or money) To be lost.
- ୩. (ବଙ୍ଗଳାରୁ ଅନୁକୃତ; ବଂ ମାରା ଯାଓୟା) ସ୍ୱାଭାବିକ କାରଣରୁ ମୃତ ହେବା —୩. To die.