ମାରିଷ
ଦେଖଣା
ମାରିଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃଷ୍ ଧାତୁ=କ୍ଷମା କରିବା+ କର୍ତ୍ତୃ. ଅ;ନିପାତନ; କିମ୍ୱା ମା=ନିଷେଧ+ରିଷ୍ ଧାତୁ=ହିଂସା କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. (ନାଟ୍ୟୋକ୍ତିରେ) ଶ୍ରେଷ୍ଠ ବ୍ୟକ୍ତି ବା ନଟ ବା ସୂତ୍ରଧାରଙ୍କ ପ୍ରତି ସମ୍ୱୋଧନ —୧. A term of respect used to an elder (specially to an actor or manager) in dramatic parlance.
- ୨. ତଣ୍ଡୂଳୀୟ; ଶାକ ବିଶେଷ; ନେଉଟିଆ ଶାଗ —୨. A kind of potherb; Amaranthus Oleraceus.
- ୩. ଖଡ଼ା ଶାଗ —୩. Amaranthus Gangeticus.
ମାରିଷ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାରିଷ ୨[[ଓ୩[[]] (ଦେଖ) - Mārisha ୨ & ୩ (see)