Jump to content

ମାରି ଆଣିବା

ଉଇକିଅଭିଧାନ‌ରୁ

ମାରି ଆଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଜୀବକୁ ବଧ କରି ଗୃହକୁ ଆଣିବା —୧. To bring an animal home after killing it.

(ଉ—ପଧାନ ଯାଇଛି ଧାନ ବିଲକୁ, ମାରି ଆଣି ଦେବ ଶଙ୍ଖ ଚିଲକୁ— ଶିଶୁ ଗୀତ)

୨. ଠକାଇ କରି ହସ୍ତଗତ କରିବା — ୨. To take a thing fradulently.