ମାରି ଆସିବା
ଦେଖଣା
ମାରି ଆସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରି ଆସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଦେଶକୁ ବା ବ୍ୟକ୍ତିକୁ ଜୟ କରି ରଣସ୍ଥାନରୁ ଫେରିବା —୧. To return after winning.
- ୨. ଦେଶ ପର୍ଯ୍ୟଟନ ପୂର୍ବକ ସ୍ୱଗୃହକୁ ବାହୁଡ଼ି ଆସିବା —୨. To return after a long journey.
- ୩. କୌଣସି ମତେ ସମୟ ଯାପନ କରିବା —୩. To spend time somehow.