ମାରି ଖାଇବା
ଦେଖଣା
ମାରି ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରି ଖାଇବା
|
ଦେଶଜ - କ୍ରି. (ବ୍ୟଙ୍ଗାର୍ଥ)
[ସମ୍ପାଦନା]- ୧. ଅଶୋଭା ଦେଖାଯିବା — ୧. To look very odd.
(ଉ— ଟାକୁଆ ଗାଲକୁ ବନ ହଳଦୀ ମାରି ଖାଉଅଛି ସିନା—ଢଗ)
- ୨. କୌଣସି ଜୀବକୁ ହତ୍ୟା କରି ତା ମାଂସକୁ ଖାଇବା —୨. To kill an animal and eat its meat.