Jump to content

ମାରି ଗୋଡ଼େଇବା

ଉଇକିଅଭିଧାନ‌ରୁ

ମାରି ଗୋଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରହାର କରିବାକୁ ଆକ୍ରମଣ ବା ପାଶ୍ଚାଦ୍ଧାବନ କରିବା —୧. To chase some one for attacking him.
୨. (ଲକ୍ଷଣାର୍ଥ) ଭୟ ଦେଖାଇବା —୨. To threaten.
୩. (ଲକ୍ଷଣାର୍ଥ) ଖାଇ ଗୋଡ଼ାଇବା (ଦେଖ) - —୩. Khāi gloṟḍ̠āibā (See)