ମାରି ନେବା
ଦେଖଣା
ମାରି ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରି ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବଳ ବା କୌଶଳ ପୂର୍ବକ କୋଣସି ପଦାର୍ଥକୁ ଘେନିଯିବା; ଛଡ଼ାଇ ନେବା —To take away a thing by force or artifice; to snatch off.
(ଉ—ଅନ୍ତରୀକ୍ଷେ ଶ୍ୟେନ ପକ୍ଷୀ ଭୂଜ ନେଲା ମାରି ରାଧାନାଥ. ବେଣୀ ସଂହାର)