ମାରି ପକାଇବା
ଦେଖଣା
ମାରି ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ହତ୍ୟା କରିବା; ବଧ କରିବା — ୧. To kill; to murder.
- ୨. ଖାଦ୍ୟ ଓ ଯତ୍ନ ଅଭାବରୁ (କୌଣସି ଜୀବକୁ) ଶୁଖାଇ ମାରଣା— ପନ୍ନ କରିବା —୨. To strave and neglect an animal to the point of death.
(ଯଥା—ନିର୍ଦ୍ଦୟ ବାପ ପିଲାଗୁଡ଼ାଙ୍କୁ ଖାଇବାକୁ ନ ଦେଇ ମାରି ପକାଇଲା)
- ୩. (ହସାଇ ହସାଇ ବା କନ୍ଦାଇ କନ୍ଦାଇ) ଆକ୍ରାନ୍ତ ବା ବେଦମ୍ କରିବା —୩. To cause a person to laugh or weep to bursting; to cause a person to split his sides with laughter, weeping etc.
(ଉ—ଧନିଆ ଧମକ ଧମେଇଲା! ଶାଉଁଳି ନାକରେ ଜାଉଁଳି ଗୁଣା, ମାରି ତ ପକେଇଲା—ଢ଼ଗ)
- ୪. (ବ୍ୟଙ୍ଗ) ଅତି ସୁନ୍ଦର ଦେଖାଯିବା —୪. (ironical) To look very odd or ugly.